ଏଜ୍ହାର୍ ଦେବା Ejhār debā

  • ଦେ. କ୍ରି — ରାଜକୀୟ କର୍ମଚାରିଙ୍କ ନିକଟ ମୌଖିକ କୌଣସି ସଂବାଦ ଦେବା — To give verbal information to or make a declaration before a public servant
  • ଦେ. କ୍ରି — ଥାନାରେ ଅପରାଧର ପ୍ରଥମ ସମ୍ବାଦ ବା ଏତଲା ଦେବା — To lodge the first information of an offence at the police station