ଏକଡ଼ିଆଁଇବା Ekaḍiāñibā

  • ଦେ. କ୍ରି — ଏକା ଖେପାକେ କୁଦିବା — To jump up at one stride
  • ଦେ. କ୍ରି — ବୀରଚନ୍ଦ୍ର ଇନ୍ଦ୍ର ଅରାତିକି ଧନୁ ଭଗନେ ଏକଡ଼ିଆଇଁ—ବଞ୍ଜ. ବୈଦେହୀଶବିଳାସ।