ଏକଡ଼ସେକଡ଼ Ekaṟḍ̠asekaṟḍ̠a

  • ଦେ. ଅ (ବିପରୀତ ସହଚର) — ଏପାଖେ— ସେପାଖ — This side and that
  • ଦେ. ଅ (ବିପରୀତ ସହଚର) — ଅନେକ ରାତି ପର୍ଯ୍ୟନ୍ତ ନ ଶୋଇ ଏକଡ଼ ସେକଡ଼ ହେଉଥିଲା। ଫକୀରମୋହନ. ଛମାଣଆଠଗୁଣ୍ଠ।
  • ଦେ. ଅ (ବିପରୀତ ସହଚର) — ମନୁଷ୍ୟର ଦୁଇ ପାର୍ଶ୍ୱ — Both flanks of a person