ଏକ୍ସରେ Eksre

  • ବୈଦେ. ବି. (ଇଂ) — ରସାୟନିକ ପ୍ରକ୍ରିୟା ଦ୍ୱାରା ଆବିଷ୍କୃତ ଏକ ପ୍ରକାର ନୂତନ ଆଲୋକ ରଶ୍ମି ଯାହା ସାହାଯ୍ୟରେ ଅସ୍ୱଚ୍ଛ ଦ୍ରବ୍ୟର ଅନ୍ତଃସ୍ଥଳ ଦେଖାଯାଏ — XRay