ଏକ୍ସପ୍ରେସ୍ Ekspres
- ବୈଦେ. ବି. (ଇଂ) — ସାଧାରଣ ରେଳଗାଡ଼ି ଅପେକ୍ଷା ଦ୍ରୁତତର ଗତି କରିବା ରେଳଗାଡ଼ି (ଯଥା—ପୁରୀ ଏକ୍ସପ୍ରେସ; ପାର୍ସେଲ୍ସ ଏକ୍ସପ୍ରେସ୍) — Express-train
- ବୈଦେ. ବି. (ଇଂ) — ସାଧାରଣ ଟେଲିଗ୍ରାମ୍ ଅପେକ୍ଷା ଶୀଘ୍ର ପଠାଯିବା ଟେଲିଗ୍ରାମ — Express-telegram
- ବୈଦେ. ବି. (ଇଂ) — ସାଧାରଣ ଚିଠି ଅପେକ୍ଷା ଜରୁରି ସରକାରି ଚିଠି — Express letter