ଏକ୍ଜିବିଟ୍ Ekjibiṭ

  • ବୈଦେ. ବି. (ଇଂ) — ମକଦ୍ଦମାରେ ପକ୍ଷମାନଙ୍କ ତରଫରୁ ପ୍ରମାଣରୂପେ ଗୃହୀତ ହୋଇ ଅଦାଲତଙ୍କ ଦ୍ୱାରା ଚିହ୍ନ ଦିଆଯାଇଥିବା ଦଲିଲ — Exhibit in a case
  • ବୈଦେ. ବି. (ଇଂ) — ପ୍ରଦର୍ଶନୀରେ ପ୍ରଦର୍ଶିତ ବସ୍ତୁ — Exhibit in an exhibition