ଏକ୍ଜାମିନେସନ୍ ସେଣ୍ଟର Ekjāminesan seṇṭar

  • ବୈଦେ. ବି. (ଇଂ. ଏକ୍ଜାମିନେସନ ସେଣ୍ଟର୍) — ପରୀକ୍ଷା କେନ୍ଦ୍ର; ଯେଉଁ ସ୍ଥାନରେ ଅନେକ ଅଞ୍ଚଳରୁ ଆଗତ ପରୀକ୍ଷାର୍ଥୀ ଏକତ୍ର ହୋଇ ପରୀକ୍ଷା ଦିଅନ୍ତି — Examination centre