ଏକୋଦ୍ଦିଷ୍ଟ Ekoddishṭa
- ସଂ. ବି. (ଏକ+ଉଦ୍ଦିଷ୍ଟ=ଉଦ୍ଦେଶଯୁକ୍ତ) — ଏକ ବ୍ୟକ୍ତି ବା ବସ୍ତୁକୁ ଲକ୍ଷ୍ୟ କରି ଅନୁଷ୍ଠିତ ହୋଇଥିବା — Done or performed with one person or object in view
- ସଂ. ବି. (ଏକ+ଉଦ୍ଦିଷ୍ଟ=ଉଦ୍ଦେଶଯୁକ୍ତ) — ଏକମାତ୍ର ଉଦ୍ଦେଶ୍ୟରେ କରାଯିବା — Done for one and the same purpose