ଏକୋଦ୍ଦିଷ୍ଟଶ୍ରାଦ୍ଧ Ekoddishṭaṡrāddha

  • ସଂ. ବି — ମୃତ ବ୍ୟକ୍ତି ଉଦ୍ଦେଶ୍ୟରେ କରାଯିବା— ଶ୍ରାଦ୍ଧ; ପ୍ରେତଶ୍ରାଦ୍ଧ — Funeral Ṡrāddha or offering of cakes
  • ସଂ. ବି — ଆଶ୍ୱିନ ମାସରେ ମହାଳୟା ଶ୍ରାଦ୍ଧ — The Ṡrāddha or funeral ceremony performed every year to serve a single deceased ancestor with cake and water; the Mahāḻayā Ṡrāddha done in the month of Āṡwina