ଏକୋତ୍ତରଶତ Ekottaraṡata

  • ସଂ. ବି. (ଏକ+ଉତ୍ତର= ପରେ ଥିବା+ଶତ) — ଏକଶହଏକ; 101 — ଏକଶହଏକ;101— One hundred and one
  • ସଂ. ବି. (ଏକ+ଉତ୍ତର= ପରେ ଥିବା+ଶତ) — ଦୁହିତା ମିଶି ହେଲେ ଏକୋତ୍ତରଶତ। କୃଷ୍ଣସିଂହ. ମହାଭାରତ. ଆଦି।