ଏକୁଅନେକ Ekuaneka

  • ଦେ. ଅ — ଗୋଟି ଗୋଟି କରି ସମସ୍ତଙ୍କୁ; ସମସ୍ତ — One by one
  • ଦେ. ଅ — ପରମ ତତ୍ତ୍ୱେ କରି ଇଚ୍ଛା ଏକୁଁ ଅନେକ କଲେ ପୁଚ୍ଛା। ଜଗନ୍ନାଥ. ଭାଗବତ।
  • ଦେ. ଅ — ଏକରୁ ବେଶି; ଏକାଧିକ — More than one
  • ଦେ. ଅ — ଏକୁ ଅନେକ ତୋ ପ୍ରକାଶ ପ୍ରସଙ୍ଗେ ଯେସନ ଆକାଶ। ଜଗନ୍ନାଥ. ଭାଗବତ।