ଏକାହଗମ୍ୟ Ekāhagamya

  • ସଂ. ବିଣ (ଏକାହ+ଗମ୍ୟ) — ଏକ ଦିନରେ ଗମନ— ସାଧ୍ୟ (ପଥ ବା ଦୂରତ୍ୱ); ଯେଉଁ ସ୍ଥାନରେ ପହଞ୍ଚିବାକୁ ଏକଦିନ ଲାଗେ — (distance) To be travelled or reached in one day; taking one day to travel or reach