ଏକାର୍ଥପ୍ରତିପାଦକ Ekārthapratipādaka

  • ସଂ. ବିଣ (ଏକାର୍ଥ+ପ୍ରତିପାଦକ) — ଏକମାତ୍ର ଅର୍ଥ ବୁଝାଉଥିବା— (ଯଥା—ଅଶ୍ୱ, ଜଳ, ଗୃହ ଇତ୍ୟାଦି) — Used in one meaning or sense only; univocal
  • ସଂ. ବିଣ (ଏକାର୍ଥ+ପ୍ରତିପାଦକ) — ଏକା ଅର୍ଥ ବୁଝାଇବା — Synonymous