ଏକାର୍ଣ୍ଣବ Ekārṇṇaba
- ସଂ ବି (ଏକ+ଅର୍ଣ୍ଣବ=ସମୁଦ୍ର) — ମହାପ୍ରଳୟ — Universal deluge; all destroying cataclism
- ସଂ ବି (ଏକ+ଅର୍ଣ୍ଣବ=ସମୁଦ୍ର) — ଚତୁର୍ଦ୍ଦିଗବ୍ୟାପ୍ତ ଅସୀମ ଜଳରାଶି — A vast illimitable sheet of water; flood spreading the country round
- ଦେ. ବିଣ — ଚାରିଆଡ଼େ ସମ୍ପୂର୍ଣ୍ଣରୂପେ ବ୍ୟାପିବା — Spreading on all sides
- ଦେ. ବିଣ — ଏକାର୍ଣ୍ଣବ ହୋଇ ଯେ ବ୍ୟାପିଲେ ଲୋକ ସର୍ଗ—ସାରଳାମହାଭାରତ. ମଧ୍ୟ।