ଏକାମ୍ରକ୍ଷେତ୍ର Ekāmrakshetra

  • ସଂ. ବି — ହିନ୍ଦୁମାନଙ୍କର ଗୋଟିଏ ତୀର୍ଥ; ପୁରୀ ଜିଲ୍ଲାର ଭୁବନେଶ୍ୱର କ୍ଷେତ୍ର — A place of Hindu-pilgrimage; Bhubaneswara
  • ସଂ. ବି — [ଦ୍ର—ଏଠାରେ ପୂର୍ବକାଳରେ ଗୋଟିଏ ମାତ୍ର ବିଶାଳ ଆମ୍ବଗଛ ଥିବାର ପୁରାଣରେ ଅଛି।]