ଏକାମୁହାଁ Ekāmuhāñ

  • ଦେ. ବିଣ. (ସଂ. ଏକମୁଖ) — ପ୍ରଧାନ; ସର୍ବଶ୍ରେଷ୍ଠ — Chief; principal
  • ଦେ. ବିଣ. (ସଂ. ଏକମୁଖ) — ଏକ ଆଡ଼କୁ ମୁଖ ବୁଲାଇ ଥିବା — Facing one direction