ଏକାବେଳକେ Ekābeḻake

  • ଦେ. କ୍ରି. ବିଣ — ଏକସମୟରେ; ଯୁଗପତ୍ — Simultaneously
  • ଦେ. କ୍ରି. ବିଣ — ଏକବାରିକି — At a time
  • ଦେ. କ୍ରି. ବିଣ — ଏକାଥରକେ — At once; at one stretch; once for all
  • ଦେ. କ୍ରି. ବିଣ — ସମ୍ପୂର୍ଣ୍ଣରୂପେ — Completely