ଏକାନ୍ନବର୍ତ୍ତୀ ପରିବାର Ekānnabarttī paribāra
- ସଂ. ବି. (ହିନ୍ଦୁ ଆଇନ) ଅବିଭକ୍ତ ପରିବାର — (Hindu Law) Joint- family
- ସଂ. ବି. (ହିନ୍ଦୁ ଆଇନ) [ଦ୍ର—ଯେଉଁ ପରିବାରର ସମସ୍ତେ ଜଣେ 'କର୍ତ୍ତା'ଙ୍କ ଅଧୀନରେ ରହି ସମସ୍ତେ ଏକ ରୁଷେଇରେ ଖାଆନ୍ତି ଓ ସମସ୍ତେ ଉକ୍ତ ପରିବାରୀୟ ସମ୍ପତ୍ତିକୁ ଏକ ଠେଇଁ ଭୋଗକରନ୍ତି ତାକୁ ଏକାନ୍ନବର୍ତ୍ତୀ ପରିବାର ବୋଲାଯାଏ; ଏକାନ୍ନବର୍ତ୍ତୀ ପରିବାର ହିନ୍ଦୁ ଆଇନର ଗୋଟିଏ ବିଶିଷ୍ଟ ଅନୁଷ୍ଠାନ ଅଟେ।]