ଏକାଦିକ୍ରମ Ekādikrama
- ସଂ. ବି — ଏକଠାରୁ ଆରମ୍ଭ କରି ପର୍ଯ୍ୟାୟ ବା କ୍ରମ — Serial order beginning with the number one'
- ସଂ. ବି — ଗୋଟିଏ ପରେ ଗୋଟିଏ ଏହିପରି ଧାରାବାହିକ ପର୍ଯ୍ୟାୟ — Regular succession
- ସଂ. ବିଣ — ଏକ ପରେ ଅନ୍ୟ ପର୍ଯ୍ୟାୟକ୍ରମେ ଘଟିବା; ଗୋଟିକ ପରେ ଗୋଟିଏ ଧାରାବାହିକରୂପେ ଘଟିବା — Happening or taking place in regular succession
- ସଂ. ବିଣ — ଧାରାବାହିକ; ଅବିଚ୍ଛିନ୍ନ — Incessant; continuous