ଏକାଦଶୀଫଳାହାର Ekādaṡīphaḻāhara

  • ସଂ. ବି. (ମଧ୍ୟପଦଲୋପୀ) — ଏକାଦଶୀ କରିବା ବ୍ୟକ୍ତିଙ୍କର ଅନ୍ନ ଆହାର ପରିବର୍ତ୍ତରେ ଫଳାହାର — Taking of fruits and edible root-bulbs i.e. uncooked meal on the Ekādaṡī day