ଏକାତ୍ମବାଦ Ekātmabāda

  • ସଂ. ବି. (ଏକ+ଆତ୍ମନ୍+ବାଦ) — ଏକେଶ୍ୱରବାଦ; ଈଶ୍ୱର ସମଗ୍ର ବ୍ରହ୍ମାଣ୍ଡର ଏକମାତ୍ର ପ୍ରଭୁ ଏବଂଭୂତ ମତ ବା ବିଶ୍ୱାସ; ଶଙ୍କରାଚାର୍ଯ୍ୟଙ୍କ ପ୍ରବର୍ତ୍ତିତ ଏକେଶ୍ୱରବାଦ — Pantheism; the Bedānta philosophy as promulgated by Ṡaṅkarāchārj̄ya