ଏକାତପତ୍ର Ekātapatra

  • ସଂ. ବିଣ. (ବହୁବ୍ରୀହି; ଏକ+ଆତପତ୍ର=ଛତ୍ର; ଗୋଟିଏ ମାତ୍ର ରାଜଛତ୍ର ତଳେ ଥିବା ରାଜ୍ୟ ବା ଶାସନ) — ଜଣେ ରାଜାଙ୍କଦ୍ୱାରା ଶାସିତ; ଏକଚ୍ଛତ୍ର; ଏକାଧିପତ୍ୟ— ବିଶିଷ୍ଟ — Subject to one government; ruled by one monarch; under one man's undisputed sway