ଏକାଡେମୀ Ekādemī

  • ବୈଦେ. ବି. (ଇଂ. ଆକାଡେମୀ) — ଯେଉଁ ବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଦିଆ ଯାଏ — A school for higher education
  • ବୈଦେ. ବି. (ଇଂ. ଆକାଡେମୀ) — [ଦ୍ର—କଟକରେ ମହାତ୍ମା ପ୍ୟାରୀମୋହନଙ୍କ ପ୍ରତିଷ୍ଠିତ ହାଇ— ଇଂଲିସ୍ ସ୍କୁଲର ନାମ ପ୍ୟାରୀମୋହନ 'ଏକାଡେମୀ' ଅଟେ।]