ଏକାଠେଇଁ Ekāṭheiñ
- ଦେ. ଅ. (ସଂ. ଏକତ୍ର; ଏକ ଓ ସ୍ଥାନ) — ଏକସ୍ଥାନରେ — At one place
- ଦେ. ଅ. (ସଂ. ଏକତ୍ର; ଏକ ଓ ସ୍ଥାନ) — ଏକ ସମୟରେ — Simultaneously
- ଦେ. ଅ. (ସଂ. ଏକତ୍ର; ଏକ ଓ ସ୍ଥାନ) — ଏକତ୍ର ଭାବରେ — Gathered; collected together
- ଦେ. ଅ. (ସଂ. ଏକତ୍ର; ଏକ ଓ ସ୍ଥାନ) — ଏକାନ୍ନବାସରେ — Jointly
- ଦେ. ବିଣ. — ସମ୍ମିଳିତ — United together; summed up
- ଦେ. ବିଣ. — ପ୍ରଭେଦରହିତ; ଭେଦାଭେଦରହିତ — Without distinction
- ଦେ. ବିଣ. — ଏକାନ୍ନବାସରେ ଥିବା — Living in joint-mess