ଏକାଟିଆବାର୍ହା Ekāṭiā bārhā
- ଦେ. ବିଣ. (ଗାଳି) ଜଙ୍ଗଲରେ ବରାହମାନେ ଦଳ ବାନ୍ଧି ରହିବାକୁ ସୁଖ ପାଉ ନ ଥିବାରୁ) — ଯେଉଁ ବ୍ୟକ୍ତି ଏକାକୀ ରହିବାକୁ ସୁଖ ପାଏ; ଯେ ଅନ୍ୟମାନଙ୍କ ସଙ୍ଗେ ମିଶିବାକୁ ଇଚ୍ଛା କରେ ନାହିଁ ଏକଚରୀ — One who loves to move about alone; one who does not like company
- ଦେ. ବିଣ. (ଗାଳି) ଜଙ୍ଗଲରେ ବରାହମାନେ ଦଳ ବାନ୍ଧି ରହିବାକୁ ସୁଖ ପାଉ ନ ଥିବାରୁ) — ଯେଉଁ ବ୍ୟକ୍ତି ଅନ୍ୟର ଶ୍ରୀ ଦେଖି ପାରେ ନାହିଁ — A person who rails at the prosperity of others