ଏକାଙ୍ଗଚକ୍ରବର୍ତ୍ତୀ Ekāṇgachakrabarttī
- ଦେ. ବି. (ସଂ. ଏକାଙ୍ଗ=ମସ୍ତକ+ ଚକ୍ରବର୍ତ୍ତୀ) — ଏକଛତ୍ର ସମ୍ରାଟ; ଜଗତରେ ଏକମାତ୍ର ରାଜା — Sovereign
- ଦେ. ବି. (ସଂ. ଏକାଙ୍ଗ=ମସ୍ତକ+ ଚକ୍ରବର୍ତ୍ତୀ) — ଏକାଙ୍ଗ ଚକ୍ରକର୍ତ୍ତୀ ରୂପେ ଭୂପତି ହୁଅ ସପ୍ତ ଦ୍ୱୀପେ। ଭୂପତି. ପ୍ରେମଞ୍ଚାମୃତ।
- ଦେ. ବିଣ — ମହା ପରାକ୍ରମ ବା କ୍ଷମତାଶାଳୀ — Very powerful; mighty