ଏକସାଇଜ୍ Ekasāij
- ବୈଦେ. ବି. ଓ ବିଣ (ଇଂ ଏକ୍ସାଇଜ୍) — ଅବକାରୀ; ମାଦକ ଦ୍ରବ୍ୟ ପ୍ରସ୍ତୁତ ଓ ବିକ୍ରି କରିବା ଲୋକଙ୍କଠାରୁ ଗଭର୍ଣ୍ଣମେଣ୍ଟ ନେବା ଶୁଳ୍କ — Excise
- ବୈଦେ. ବି. ଓ ବିଣ (ଇଂ ଏକ୍ସାଇଜ୍) — ସରକାରଙ୍କ ଅବକାରୀ ବିଭାଗ — Excise-department of the Government
- ବୈଦେ. ବି. ଓ ବିଣ (ଇଂ ଏକ୍ସାଇଜ୍) — [ଦ୍ର—ଏହି ଶବ୍ଦ ସଙ୍ଗେ କମିସ୍ନର, ସୁପରିଣ୍ଟେଣ୍ଡେଣ୍ଟ, ଇନ୍ସପେକ୍ଟର, ସବ୍ଇନ୍ସପେକ୍ଟର, ଡିପାର୍ଟମେଣ୍ଟ ଆଦି ଗୁଡ଼ିଏ ଇଂରାଜି ଶବ୍ଦ ଭାଷାରେ ଓ କଥାବାର୍ତ୍ତାରେ ଚଳୁଅଛି। 'ଅବକାରି' ଇତ୍ୟାଦି ଦେଖ।]