ଏକଶେଷଦ୍ୱନ୍ଦ୍ୱସମାସ Ekaṡeshadwandwasamāsa

  • ସଂ. ବି—(ବ୍ୟାକରଣ) ଯେଉଁ ଦ୍ୱନ୍ଦ୍ୱ ସମାସରେ ଗୋଟିଏ ମାତ୍ର ପଦ ରହି— ଯାଏ ଆଉ ସମସ୍ତ ପଦ ଲୋପ ହୋଇଯାଏ — (sanskrit grammar) A juxtrapositional compound in which only one member remains, the other words or members merging in the compound
  • ସଂ. ବି—(ବ୍ୟାକରଣ) [ଦ୍ର—ସଂସ୍କୃତରେ ପିତା ଚ ମାତା ଚ=ପିତରୌ; ମାତୃ ଓ ପିତୃ ଶବ୍ଦ ଦ୍ୱନ୍ଦ୍ୱସମାସରେ କେବଳ ପିତୃ ଶବ୍ଦର ଦ୍ୱିବଚନ ଏକଶେଷ ରହିଲା ଓ ମାତୃ ଶବ୍ଦ ଲୋପ ହେଲା]