ଏକଶିଙ୍ଗା Ekaṡiṅgā

  • ଦେ. ବିଣ (ସଂ. ଏକଶୃଙ୍ଗ) — ଅନ୍ୟ ବ୍ୟକ୍ତିର ଏକମାତ୍ର ଆଶ୍ରୟୀଭୂତ — Being the sole refuge or prop of another
  • ଦେ. ବିଣ (ସଂ. ଏକଶୃଙ୍ଗ) — ଦୁନିଆଁରୁ ବାହାର — Extraordinary