ଏକରଙ୍ଗୀ Ekaraṅgī
- ଦେ. ବିଣ — ଗୋଟିଏ ମାତ୍ର ରଙ୍ଗ ବା ବର୍ଣ୍ଣବିଶିଷ୍ଟ — Of one colour
- ଦେ. ବିଣ — ସମାନ ରଙ୍ଗବିଶିଷ୍ଟ — Of the same colour
- ଦେ. ବିଣ — ଯାହାର ଭିତର ଓ ବାହାର କିମ୍ବା ସବୁ ଅଂଶରେ ଏକମାତ୍ର ରଙ୍ଗ ଥାଏ — Of uniform colour throughout
- ପ୍ରାଦେ. (ଗଞ୍ଜାମ) ବି — ଗନ୍ଧଶୁଣ୍ଠୀ (ଦେଖ) — Gndhaṡuṇṭhī (See)