ଏକପ୍ରଭୁ Ekaprabhu

  • ସଂ. ବିଣ. (ବହୁବ୍ରୀହି; ଏକ+ପ୍ରଭୁ; ଯାହାର ପ୍ରଭୁ ଏକ) — ଏକମାତ୍ର ଅଧିପତି ବା ରାଜାଦ୍ୱାରା ଶାସିତ — Monarchical; ruled by one master; under one absolute monarch; presided over by a paramount control or authority
  • ସଂ. ବିଣ. (ବହୁବ୍ରୀହି; ଏକ+ପ୍ରଭୁ; ଯାହାର ପ୍ରଭୁ ଏକ) — ଏକସ୍ୱାମିକ; ଯେଉଁ ସମ୍ପତ୍ତିର ମାଲିକ ଜଣେ — (property) Owned by one person only