ଏକପୁରୁଷିଆ Ekapurushiā

  • ଦେ. ବିଣ — ସମ୍ପର୍କରେ ପରସ୍ପର ସହିତ ଏକପୁରୁଷ ଛଡା — Separated by one generation of relationship; one degree distant
  • ଦେ. ବିଣ — ଏକପୁରୁଷ ତଳେ ଥିବା — Belonging to one generation lower
  • ଦେ. ବିଣ — ଏକପୁରୁଷ ଉଚ୍ଚ ବା ଗଭୀର — High or deep by one man's height; of one man's height or depth
  • ପ୍ରାଦେ. (ଗଡ଼ଜାତ) ବିଣ — ବେଉଷଣ ପରେ ଯେଉଁ ଧାନ ଗଛର ମୂଳରୁ ଏକାଧିକ କୁଆଁ ବାହାରି ନ ଥାଏ — (paddy plant) Not having sprouted into shoots