ଏକପୁରିଆ Ekapuriā

  • ଦେ. ବିଣ — ଯେ ହୃଷ୍ଟପୁଷ୍ଟ ନୁହେଁ; ଯାହାର ଦେହର ହାଡ଼ ମୋଟ ନୁହେଁ; ଯାହାର ଶରୀର ପତଳା; ଦୁବଲା — Of weak body; lean and thin
  • ଦେ. ବିଣ — ଧାନ କୁଟା ହୋଇ ଥରେ ମାତ୍ର ପାଛୁଡ଼ା ହୋଇଥିବା (ଚାଉଳ); ଅକାଣ୍ତିଆ (ଚାଉଳ) — Not well husked (rice)
  • ଦେ. ବିଣ — ଏକ ଥର ଘାସ ବଛା ହୋଇଥିବା (ବିଲ) — (a paddy-field) Weeded out once only