ଏକପଦିକା Ekapadikā

  • ଦେ. ବି — ଚାରି ପଣ (କଉଡ଼ି) — 320 bits of shell-money
  • ଦେ. ବି — ଚାରି ଅଣା — Four annas
  • ଦେ. ବି — ଏକ ନଳ ଦୌର୍ଘ୍ୟ (ଜମି ମାପ) — The length of one rod (of land)
  • ଦେ. ବି — ସଂକୀର୍ଣ୍ଣ ପଥ ବା ମାର୍ଗ; ଯେଉଁ ବାଟରେ ଥରକେ ଜଣେ ଲୋକ ଯାଇ ପାରେ — Foot-path
  • ଦେ. ବି — ବିଧୃତ ଏକପଦିକା ସେ ନାନା ରତ୍ନେ ଶୋଭିକା ନିର୍ମଳ ହୃଦେ ପ୍ରମୋଦୀ— ଭଞ୍ଜ.ବୌଦେହୀଶବିଳାସ