ଏକନିଶ୍ଚୟ Ekaniṡchaya
- ସଂ. ବିଣ. ପୁଂ (ବହୁବ୍ରୀହି; ଏକ+ନିଶ୍ଚୟ) — ଏକାଗ୍ରଚିତ୍ତ — Closely attentive
- ସଂ. ବିଣ. ପୁଂ (ବହୁବ୍ରୀହି; ଏକ+ନିଶ୍ଚୟ) — ଏକ ବିଷୟରେ ନିବିଷ୍ଟଚିତ୍ତ — Concentrating attention on one subject only
- ସଂ. ବିଣ. ପୁଂ (ବହୁବ୍ରୀହି; ଏକ+ନିଶ୍ଚୟ) — କୌଣସି ବିଷୟ କରିବାପାଇଁ ଦୃଢ଼ନିଶ୍ଚୟ — Determined or resolved to do a particular thing