ଏକଦଶାହ Ekadaṡāha
- ଗ୍ରା. ବି. (ସଂ. ଏକାଦଶାହ) — ମୃତ ବ୍ୟକ୍ତିର ମୃତ୍ୟୁର ଏକାଦଶ ଦିବସ — The eleventh day of a person's death
- ଗ୍ରା. ବି. (ସଂ. ଏକାଦଶାହ) — ହିନ୍ଦୁ ମୃତ ବ୍ୟକ୍ତିର ଏକାଦଶାହ ଦିନ କୃତ ଅନ୍ତ୍ୟେଷ୍ଟି କ୍ରିୟା; ଶ୍ରାଦ୍ଧ ଓ ନୂଆ ହାଣ୍ତି ଆଦି — The funeral rites performed on the eleventh day of a Hindu's death