ଏକତ୍ରୀକରଣ Ekatrīkarṇa

  • ସଂ. ବି. (ଏକତ୍ର+ଅଭୂତ ତଦ୍ଭାବେ. ଈ+କରଣ) — ଭିନ୍ନ ଭିନ୍ନ ହୋଇଥିବା ବସ୍ତୁ ବା ବ୍ୟକ୍ତିମାନଙ୍କୁ ଏକାଠେଇଁ କରିବା; ରୁଣ୍ଡାଇବା; ଠୁଳ କରିବା — Gathering together; collecting