ଏକଜାତିଆ Ekajātiā

  • ଦେ. ବିଣ — ଏକପ୍ରକାରର — Of one kind
  • ଦେ. ବିଣ — ଏକଶ୍ରେଣୀର — Of one class
  • ଦେ. ବିଣ — ସମଶ୍ରେଣୀର — Similar
  • ଦେ. ବିଣ — ଏକବର୍ଣ୍ଣର — Belonging to the same caste