ଏକଚ୍ଛତ୍ର Ekachchhatra

  • ସଂ. ବିଣ. (ବହୁବ୍ରୀହି; ଏକ+ଛତ୍ର; ସନ୍ଧିଯୋଗୁ ଛ ସ୍ଥାନରେ ଚ୍ଛ) — ଏକମାତ୍ର ରାଜାଙ୍କ ଦ୍ୱାରା ଶାସିତ; ଏକ ରାଜତ୍ୱାଧୀନରେ ଅବସ୍ଥିତ ବା ଆନୀତ — Ruled by a single king; brought under one man's sovereignty; under the sway of one paramount ruler