ଏକଚାଳା Ekachāḻā

  • ଦେ. ବି — ଯେଉଁ ଘର ଉପରେ ଏକପାଖିଆ ଚାଳ ଥାଏ; ଚାଳି — Onesided thatch; a thatch with one side-roof; a lean-to
  • ବିଣ — ଏକମାତ୍ର ଚାଳବିଶିଷ୍ଟ (ଘର) — A pent-roofed (house); pent (house)