ଏକଚାରୀ Ekachāri

  • ସଂ. ବିଣ. ପୁଂ. (ଏକ+ଚର ଧାତୁ+ଇନ୍ 1 ମା. 1 ବ.) — ଏକାକୀ ବିଚରଣକାରୀ — Moving alone
  • ସଂ. ବିଣ. ପୁଂ. (ଏକ+ଚର ଧାତୁ+ଇନ୍ 1 ମା. 1 ବ.) — ଏକକୀ ବାସକାରୀ — Living alone