ଏକଗ୍ରୀବ Ekagrība

  • ଦେ. ବିଣ. ପୁଂ. (ବହୁବ୍ରୀହି; ଆଧୁନିକବ୍ୟବହାର) — ଏକ ଆଡ଼କୁ ମୁହଁ ବୁଲାଇଥିବା (ବହୁ) — Turning the faces to one direction
  • ଦେ. ବିଣ. ପୁଂ. (ବହୁବ୍ରୀହି; ଆଧୁନିକବ୍ୟବହାର) — (ଲକ୍ଷଣାର୍ଥ) ଏକମୁଖ; ଏକପ୍ରାଣ; ଏକମତ — (Figurative) United; unanimous
  • ଦେ. ବିଣ. ପୁଂ. (ବହୁବ୍ରୀହି; ଆଧୁନିକବ୍ୟବହାର) — ଏକଗ୍ରୀବ ହୋଇ ଭାରତର ସବୁ ନେତା ଔପନିବେଶକ ଶାସନ ଦାବୀ କରୁଅଛନ୍ତି। ଦୈନିକ ଆଶା 24। 8।28 । — ଏକଗ୍ରୀବ ହୋଇ ଭାରତର ସବୁ ନେତା ଔପନିବେଶକ ଶାସନ ଦାବୀ କରୁଅଛନ୍ତି ଦୈନିକ ଆଶା24 828