ଏକଗୋଡ଼ିଆ Ekagoṟḍ̠iā
- ଦେ. ବିଣ — ଏକମାତ୍ର ଗୋଡ଼ରେ ଠିଆ ହେବା (ଅବସ୍ଥା) — (state) Of standing on one leg
- ଦେ. ବିଣ — ଯାହାର ଗୋଟିଏ ମାତ୍ର ପାଦ ଥାଏ — One-legged
- ଦେ. ବି — ପୂର୍ବେ ଚାହାଳୀରେ ଗୋଟିଏ ଗୋଡ଼କୁ ଭୂଇଁରୁ ଟେକି ରଖି ଅନ୍ୟ ଗୋଟିଏ ଗୋଡ଼ରେ କେତେ ସମୟ ପାଇଁ ଠିଆ ହେବା ରୂପ ପିଲାଙ୍କୁ ଦିଆ ଯିବା ଦଣ୍ଡ — A punishment formerly given to students consisting of standing on one leg only for some time