ଏକକୋଷ୍ଠୀ Ekakoshṭhī

  • ସଂ. ବିଣ (ଜନ୍ତୁବିଜ୍ଞାନପରିଭାଷା; ଏକ+କୋଷ୍ଠ+ ଇନ୍. 1 ମା. 1 ବ.) — ଏକକୋଷ୍ଠମୟ ଦେହବିଶିଷ୍ଟ; ଶିରଃପଦୀ (ସାମୁଦ୍ରିକ ଜୀବ) — Cephalopod
  • ସଂ. ବିଣ (ଜନ୍ତୁବିଜ୍ଞାନପରିଭାଷା; ଏକ+କୋଷ୍ଠ+ ଇନ୍. 1 ମା. 1 ବ.) — (ଯଥା—ସମୁଦ୍ର ଫେଣ ଜୀବ; ପୁରୂଭୁଜ — e.g. Cuttle fish; Octopus)
  • ସଂ. ବିଣ (ଜନ୍ତୁବିଜ୍ଞାନପରିଭାଷା; ଏକ+କୋଷ୍ଠ+ ଇନ୍. 1 ମା. 1 ବ.) — (ଜ୍ଞାନେନ୍ଦ୍ର ଓ ପ୍ରକୃତିବାଦ)