ଏକକୁଣ୍ଡଳ Ekakuṇḍaḻa

  • ସଂ. ବିଣ. ପୁଂ. (ବହୁବ୍ରୀହି; ଏକ+କୁଣ୍ଡଳ) — ଗୋଟିଏ କାନରେ ମାତ୍ର କୁଣ୍ଡଳ ପିନ୍ଧିଥିବା — Wearing a pendant in one ear only
  • ସଂ. ବି — ବଳରାମ — Baḻarāma, brother of Ṡrīkṛushṇa