ଏକ ପ୍ରକାର Eka prakāra

  • ଦେ. ବି — ଏକଶ୍ରେଣୀ; ଏକ ରୂପ; ଏକରକମ — One kind; one class
  • ଦେ. ବିଣ — ଏକପ୍ରକାର; ଗୋଟିଏ ପ୍ରକାରର; ଏକରକମ; ଏକ ପ୍ରକୃତିର; ଏକ ଶ୍ରେଣୀର — A kind of; one kind of; one form of
  • ଦେ. ବିଣ — ଏକ ଆକୃତିବିଶିଷ୍ଟ — Of one size
  • ଦେ. ବିଣ — ନୁହେଁ ଉତ୍କୃଷ୍ଟ ନୁହେଁ ନିକୃଷ୍ଟ; କାର୍ଯ୍ୟର ଉପଯୋଗୀ; ଚଳନସହି — Tolerable; ordinary
  • କ୍ରି. ବିଣ — ଏକବାଟରେ — In a way; in one way
  • କ୍ରି. ବିଣ — ଯେନ କେନ ପ୍ରକାରେ — Anyhow
  • କ୍ରି. ବିଣ — ଅପରୋକ୍ଷଭାବରେ — Indirectly
  • କ୍ରି. ବିଣ — ଚଳନସହିଭାବରେ; ନୁହେଁ ଭଲ ନୁହେ ମନ୍ଦ ଏପରି— ଭାବରେ; କାମ ଚଳିଯିବା ପ୍ରକାରରେ — Tolerably; so-so