ଏଉତ୍ତାରୁ Euttāru

  • ଦେ. ଅ. (ସଂ. ଏତଦ୍+ଉତ୍ତର) — ଏହା ପରେ — After this; hereafter
  • ଦେ. ଅ. (ସଂ. ଏତଦ୍+ଉତ୍ତର) — ଆଜିଠାରୁ; ବର୍ତ୍ତମାନଠାରୁ — Henceforward