ଏଆଡ଼େ ସେଆଡ଼େ Eāṟḍ̠e seāṟḍ̠e

  • ଦେ. ଅ. (ସହଚର ଶବ୍ଦ) — ଏଣେତେଣେ— Here and there.
  • ଦେ. ଅ. (ସହଚର ଶବ୍ଦ) — ଏ ସକାଶୁଁ ରଥ ହୋଇଣ ଅସ୍ତବ୍ୟସ୍ତ; ଏଆଡ଼େ ସେଆଡ଼େ ଗଲା ସେ ହେଲେ ତ୍ରସ୍ତ— କୃଷ୍ଣସିଂହ, ମହାଭାରତ, ଭୀଷ୍ମ।