ଌ Ḷu

  • ଦେ. ହତ୍ସ ଌ — ନବମ ସ୍ବରବର୍ଣ୍ଣ। (ଏଥିରେ ଉଚ୍ଚାରଣ ସ୍ଥାନ ଦନ୍ତ। ଏଥିର ଉଚ୍ଚାରଣ ଓଡ଼ିଆରେ ଲୁ ବା ଲୃ ଓ ବଙ୍ଗଳାରେ ଲି ବା ଲ୍ରି) — The 9th vowel with the short sound of Lu or Lru in Oṟḍ̠iā
  • ଦେ. ହତ୍ସ ଌ — [ଦ୍ର—ଏ ଅକ୍ଷରଯୁକ୍ତ ଶବ୍ଦ ଓଡ଼ିଆରେ ନାହିଁ।]
  • ସଂ. ବି. ପୁଂ. — ପର୍ବତ — Mountain
  • ସଂ. ବି. ପୁଂ. — ଶ୍ରୀଧର — Bishṇu
  • ସଂ. ବି. ପୁଂ. — ରୁଦ୍ର; ବିଶ୍ବେଶ୍ବର — Mahādeba in his incarnation of 'Rudra'
  • ସଂ. ବି. ପୁଂ. — ମହେନ୍ଦ୍ର — Indra, the king of the Gods
  • ସଂ. ବି. ସ୍ତ୍ରୀ. — ପୃଥିବୀ — The earth
  • ସଂ. ବି. ସ୍ତ୍ରୀ. — ଅଦିତି — The mother of the Gods
  • ସଂ. ବି. ସ୍ତ୍ରୀ. — ନବମୀ ଦେବତା — The Deity presiding over the ninth day of the lunar fortnight
  • ସଂ. ବି. ସ୍ତ୍ରୀ. — ପରମା ଦେବତା — The Goddess of the Universe