ଋ Ṛū
- ସଂ. ବି — ଦୀର୍ଘ ଋ; ଅଷ୍ଟମ ସ୍ବର ବର୍ଣ୍ଣ (ଏହାର ଓଡ଼ିଆରେ ଇଚ୍ଚାରଣ ଋ; ବଙ୍ଗଳାରେ ରୀ ଏହାର ଉଚ୍ଚାରଣ ସ୍ଥାନ ମୂର୍ଦ୍ଧା) — The eighth vowel with a sound of long Ṛū or Roo
- ସଂ. ବି — [ଦ୍ର—ଏ ଅକ୍ଷର ବିଶିଷ୍ଟ ଶବ୍ଦ ଭାଷାରେ ନାହିଁ।]
- ସଂ. ବି — ଶିବ — Ṡiba
- ସଂ. ବି — ଦୈତ୍ୟ — Demon
- ସଂ. ବି — ସ୍ବର୍ଗ — Heaven
- ସଂ. ବି — ବାକ୍ୟାରମ୍ଭ — Beginning of a sentence
- ସଂ. ବି. ସ୍ତ୍ରୀ — ଦିତି — The mother of the demons
- ସଂ. ବି. ସ୍ତ୍ରୀ — ଅଦିତି — The mother of the Gods
- ସଂ. ବି. ସ୍ତ୍ରୀ — ଦନୁ — The mother of Dānabas
- ସଂ. ବି. ସ୍ତ୍ରୀ — ଗତି — Motion
- ସଂ. ବି. ସ୍ତ୍ରୀ — ରକ୍ଷା — Protection
- ସଂ. ବି. ସ୍ତ୍ରୀ — ସ୍ମୃତି — Memory